ସବୁଦିନ ପରି ଗଧିଆ ଟି ନଇ କୂଳର ଉଚ୍ଚ ପଥର ଉପରେ ଶୋଇଛି ,ଏହି ସମୟ ରେ ହଟାତ୍ ନଦୀରେ ବନ୍ୟା ମାଡି ଆସିଲା ଏବଂ ଚାରିପଟେ ବନ୍ୟା ପ୍ଲାବିତ କରିଦେଲା।ସକାଳୁ ଉଠି ଦେଖେ ତ ଚାରିପଟେ ପାଣି ବିଚରା ଗଧିଆ କରିବ କ'ଣ ଏଣେ ପାଣିକି ଗଲେ ପ୍ରାଣ ଛାଡୁଛି,ନ ଗଲେ ଉପାଷ ରେ ପ୍ରାଣ ଛାଡୁଚି,ଏହା ଭାବି ମନକୁ ମନ ଶୋଇଥାଏ,ସେଦିନ ମନେପଡିଗଲା ତାର ଏକାଦଶି,ଆଜି ମୁଁ ଏକାଦଶୀ ବ୍ରର୍ତ୍ତ ପାଳନ କରୁଛି,ହଉ ଆଜି ଦିନଟା ଉପାସ ରହିବି,କାଲି ବନ୍ୟା ଛାଡିଲେ ଯିବି,କିଛି ସିକାର କରିବି,ଏହି ସମୟରେ ଗୋଟେ ବିରାଟ କାୟ ମାଛ ସେ ପଥର ପାଖରେ ବାଡେଇ ପିଟି ହେଲା,ବିଚରା ଗଧିଆ ଭୋକ ନ ସମ୍ଭାଳି ପାରି କହିଲା ଆଜି ଏକାଦଶୀ କାଲିକି ଥାଉ କହି ପାଣିକୁ ଲମ୍ଫ ପ୍ରଦାନ କରଛି ମାଛଟିକୁ ଧରିବା ଉଦ୍ୟାସ୍ୟରେ ଫଳରେ ଭାସିଯାଇଛି ବନ୍ୟା ପାଣିରେ ଭାସିଯାଇଛି,ଲୋଭ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଟାଣିନେଇଯାଏ,ଏହା ଚିରନ୍ତନ ସତ୍ୟ।