ବିଶ୍ଵ ଶୃଷ୍ଟିନିମନ୍ତେ ଋଷି କଷ୍ୟପ ଙ୍କୁ ବ୍ରହ୍ମା ଜୀ ୧୩ଟି ସ୍ତ୍ରୀ ପ୍ରଦାନ କରିଥିଲେ।ତାଙ୍କର ୧୧ତମ ସ୍ତ୍ରୀ ହେଲେ ସିଂହିକା।୧୦ଜଣ ଶୃଷ୍ଟି ସରଞ୍ଚନା ପାଇଁ ସନ୍ତାନ ଦେଇ ସାରଲେଣୀ।ସିଂହିକା ମହୋଦୟା ତାଙ୍କର ସନ୍ତନ ପାଇଁ ସ୍ଵାମି କଷ୍ୟପ ଙ୍କ ନିକଟକୁ ଗଲେ,ସେତେବେଳକୁ ତାଙ୍କର ଋତୁଶ୍ରାବ ହେଇନଥାଏ।ଋଷି କହିଲେ ତୁମର ଋତୁଶ୍ରାବ ହେଲେ ଆସିବ।
ତଦନନୁସାରେ ଋତୁଶ୍ରାବ ହୁଅନ୍ତେ ସିଂହିକା ନଦୀକୁ ସ୍ନାନାର୍ଥେ ଚଳନ୍ତେ,ଆକାଶ ଦେବତାଙ୍କର ନଜର ପଡିଲା ତାଙ୍କ ଉପରେ,ସେ ସ୍ନାନ କରିବା ସମୟରେ ତାଙ୍କର ଜାନୁ ଯୌବନ ଫୁଟିଦିଶୁ ଥାଏ।ଏହା ଆକାଶ ଦେବ ଙ୍କୁ ଆକର୍ଷଣ କଲା।ସେ ତାଙ୍କୁ ପ୍ରେମ ନିବେଦନ କଲେ।ସିଂହିକା ମନା କରନ୍ତେ,ଆକାଶ ଦେବ ବଳତ୍କାର କରିବାକୁ ପ୍ରୟାସ କଲେ,ମୋଠୁ ବଡ କେହିନାହିଁ ମୋତେ
ମୋତେ ଶରୀର ଦାନ କର,ଅତି ବାଧ୍ୟକରନ୍ତେ,ସେ କହିଲେ ତୁମେ ରାତିରେ ମୋ ଘରକୁ ଆସ,ଆକାଶ ଦେବ ସିଂହିକା ଘରେପ୍ରବେଶ କରିପ୍ରୀତି ଆରମ୍ଭ କରୁଛନ୍ତୀ,ଏହି ସମୟରେ ଋଷି ଭାବିଲେ ସ୍ତ୍ରୀ ଲୋକମାନେ ଲଜ୍ୟାସିଳ,ମୋତେ କିଛି କହି ପାରିଲାନି ମୁ ତା ନିକଟକୁ ଯାଏଁ,ଏପରି ଚଳନ୍ତେ ଦେଖିଲେ କବାଟ ବନ୍ଦ ଅଛି।ଡାକିଲେ ଋଷି,ଏହି ସମୟରେ ଆକାଶଦେବ ଚାଳଦେଇ ପଳାଇଲେ
ଭୀତତ୍ରସ୍ତ ଅବସ୍ଥା କେଶ ବସନ ଅସମ୍ଭାଳ ଦେହରୁ ଗମ ଗମ ଝାଳ ଏତାଦୃଷ ଅବସ୍ଥାରେ କବାଟ ଖୋଲିଲେ,ଋଷି କନ୍ଦର୍ପ ବାଣରେ ଜର୍ଜରିତ ତେଣୁ କିଛି ନବିଚାରୀ ତାଙ୍କ ସହ ପ୍ରୀତି କରିଦେଲେ।ପ୍ରୀତି ଶେଷରେ ପଚାରିଲେ ସତ କହ ମୋ ଆଗରୁ କିଏ ଆସିଥିଲା ନହେଲେ ଅଭିଷାପ ଦେବି।ସ୍ତ୍ରୀ ଲୋକମାନେ ଏକା ରହିଲେ ଅନ୍ୟ ପୁରୁଷ ବଳତ୍କାର କରିଥାନ୍ତି।ଆକାଶ ଦେବ ବଳତ୍କାର
ଋଷି ରାଗିକି ଅଭିଷାପ ଦେଲେ ଏ ଗର୍ଭସ୍ଥ ସନ୍ତାନରାକ୍ଷସ ହେବ ଦୁଇ ଖଣ୍ଡ ହେଇ ଜନ୍ମହେବ ମୁଣ୍ଡ ମୋଅଂସରୁ ଗଣ୍ଡି ଜାରଜ ଅଂସରୁ।ଏହା ଶୁଣି ସିଂହିକା ଋଷି ପାଦ ଧରନ୍ତେ,ଋଷି ସାନ୍ତ ହେଇ କହିଲେ ,ଏକଶରୀର ରେ ଜନ୍ମ ନେବେ କିଛିଦିନାନ୍ତେ ନାରାୟଣ ଚକ୍ରରେ ଦୁଇଖଣ୍ଡ ହେବେ।ମୁଣ୍ଡ ରାହୁ କେତୁ ଗଣ୍ଡି ହେବେ।ପ୍ରତି ଜାତକରେ ଏମାନେ ୭ରେ ମିଳିତ ହେବେ।
Wednesday, 28 March 2018
ଯୁଗେ ଯୁଗେ ବଳତ୍କାରୀ
Subscribe to:
Posts (Atom)